ହେ ପ୍ରଭୁ ଜଗନ୍ନାଥ କାଳା ଠାକୁର

Male voice odisha khoka bhai music Sad song

June 25th, 2024suno

Lyrics

ହେ ପ୍ରଭୁ ଜଗନ୍ନାଥ କାଳା ଠାକୁର ଦୋଷ ଥିଲେ କ୍ଷମା କର ଅଧମ ଭକ୍ତ ର କରିଛି ହୁସାହସ.. ମାଗୁଛି ତୁମକୁ ମୁଁ ଆଜି ଉତ୍ତର... ମୋ ଚରମ ପତ୍ରର.. ଦିଅ ଦିଅ ଉତ୍ତର ର ମୋ ଚରମ ପତ୍ର ର ଦିଅ ଦିଅ ଉତ୍ତର ର ମୋ ଚରମ ପତ୍ର ର ନୁଖୁରା ମୁଣ୍ଡ ରୁ ତେଲ ଶୋଷି ନେଇ ତେଲିଆ ମୁଣ୍ଡରେ ତେଲ ଭର କାଇଁ ଇଏକି ତୁମର ନ୍ୟାୟ ବିଚାର ପ୍ରଭୁ... ନ୍ୟାୟ ବିଚାର ଦିଅ ଦିଅ ଉତ୍ତର.. ମୋ ଚରମ ପତ୍ରର ଦିଅ ଦିଅ ଉତ୍ତର ମୋ ଚରମ ପତ୍ରର ଝୀଂଟିକା କୁ ମାରି ବଣି ପୋଷ କାଇଁ କେଉଁ ଯଶ ବନା ଉଡାଇବା ପାଇଁ ଇଏକି ତୁମର ସୁ ବିଚାର... ପ୍ରଭୁ ସୁ ବିଚାର ଦିଅ ଦିଅ ଉତ୍ତର ମୋ ଚରମ ପତ୍ରର ଦିଅ ଦିଅ ଉତ୍ତର ମୋ ଚରମ ପତ୍ରର କିଏ ଶୋଉ ଥାଏ ଡୋଲଫ ଗାଦୀକୁ ଦୋ ତାଲା କୋଠାରେ କାହା ପାଖେ ନାହିଁ ଚାଳ ଛପର କାହାକୁ ନ ରୁଚେ ଖେଚିଡ଼ି ଖିରି କୁ ବାର ତିଅଣ ଖାନା କିଏ ଖାଏ ଏଠି ମଲ୍ଲା କୁକୁର ଇଏକି ତୁମର ରାମ ରାଜ୍ୟ ର ବିଚରା ପ୍ରଭୁ... ରାମ ରାଜ୍ୟ ର ବିଚରା ଦିଅ ଦିଅ ଉତ୍ତର ମୋ ଚରମ ପତ୍ରର ଦିଅ ଦିଅ ଉତ୍ତର ମୋ ଚରମ ପତ୍ରର ହେ ପ୍ରଭୁ ଜଗନ୍ନାଥ କଳା ଠାକୁର ଦୋଷ ଥିଲେ କ୍ଷମା କର ଅଧମ ଭକ୍ତ ର କରିଛି ଦୁଃସାହସ ମାଗୁଛି ତୁମକୁ ମୁଁ ଆଜି ଉତ୍ତର ମୋ ଚରମ ପତ୍ରର ଦିଅ ଦିଅ ଉତ୍ତର ମୋ ଚରମ ପତ୍ରର ଦିଅ ଦିଅ ଉତ୍ତର ମୋ ଚରମ ପତ୍ରର ମୋ ଚରମ ପତ୍ରର

Recommended

Whispers of Tomorrow
Whispers of Tomorrow

anxious low-fi slow dreamcore

Malam Terakhir
Malam Terakhir

Indonesian slow rock Emotional Violin Piano Heavy electric guitar melodic Acoustic guitar Heavy bass Synthesizer

かもさんよぉ
かもさんよぉ

unhappy apology man words

Voi con Bản Đôn
Voi con Bản Đôn

Children's Music, dance, ca sĩ nhí

How To Be You Po?
How To Be You Po?

energetic pop song with ukulele

Aeugh Uh
Aeugh Uh

dark uk garage house

Sadece Düşler
Sadece Düşler

psychedelic rock, instrumental, male vocal

Captivate
Captivate

J-rock,kawaii,Mysterious, Alluring, Energetic,Captivating guitar riff, synth,Calm, describes woman,catchy,Emotional

Pegasus
Pegasus

Male, K-pop, upbeat

Whispers in the Dark
Whispers in the Dark

downtempo atmospheric eerie

А на тебе как на ретро волне
А на тебе как на ретро волне

retrowave, synthwave, synth, male voice

Не один
Не один

groovy, beat

光明與智慧
光明與智慧

ethereal ambient pop harmonic

Crabification (Final Version)
Crabification (Final Version)

[female vocalist, hip-hop, synth-pop, alt-rock]

Deport IZI
Deport IZI

accordion, violin, tango, 1930's, old man/man voice, piano, slow

GUS the Turtle
GUS the Turtle

1980 jazz, aggressive, funny, trumpets, epic